Advertisment
-
Home
-
» Latest odia Music
-
» Tumaku Mo Upahara
-
» Monalisha Various Artists Mp3 song download
Track :
Monalisha
Music : Gagan Jena
Label : T-Series
Release Year : 27/Jan/2014
Playtime : 6:34 Minute
Category : odia Music
FAQs for Monalisha
Who is singer of Monalisha song?
Singer of Monalisha song is Various Artists.
Who is the music director of Monalisha song ?
Monalisha is Tuned by T-Series.
Whats the playtime (duration) of Monalisha song?
Playtime of song Monalisha is 6:34 Minute.
When Monalisha song released?
Monalisha mp3 odia song has been released on 27/Jan/2014.
Which album is the song Monalisha from?
Monalisha is a odia song from the album Tumaku Mo Upahara.
How can I download Monalisha song ?
You can download Monalisha song via click above download links.
Description :-Monalisha mp3 song download by Various Artists in album Tumaku Mo Upahara. The song Monalisha is and the type of this song is odia
ତୁ ପର କହିଥିଲୁ ସାଥିହୋଇ ଚାଲିବାକୁ ଜୀବନର ବାଟ
ଏମିତି ମୁଁ କେଉଁ ପାପ କଲି?
ଏମିତି ମୁଁ କେଉଁ ପାପ କଲି?
ମୁହଁ ମୋଡ଼ି ଚାଲିଗଲୁ, କଲୁନାହିଁ ଭେଟ
ମୋନାଲିସା, ଓ-ଓ
ହୋ-ଓ-ଓ
କାଇଁ ଛାଡ଼ି ଚାଲିଗଲୁ ମୋତେ?
ରେ, କାଇଁ ଛାଡ଼ି ଚାଲିଗଲୁ ମୋତେ?
ମୋନାଲିସା, ଓ-ଓ
ଓ-ଓ-ଓ-ଓ
କାଇଁ ଛାଡ଼ି ଚାଲିଗଲୁ ମୋତେ?
କାଇଁ ଛାଡ଼ି ଚାଲିଗଲୁ ମୋତେ?
#PRE-CHORUS
ଟିକିଏ ହସେଇଲୁ, ବେଶି ତୁ କନ୍ଦେଇଲୁ
ଟିକିଏ ହସେଇଲୁ, ବେଶି ତୁ କନ୍ଦେଇଲୁ
କଉ ସୁଖ ମିଳିଗଲା ତତେ?
କଉ ସୁଖ ମିଳିଗଲା ତତେ?
ମୋନାଲିସା, ଓ-ଓ-ଓ
ଓ-ଓ-ଓ-ଓ
ଦିନେ ନଦେଖିଲେ ମତେ କାନ୍ଦୁଥିଲୁ ସକେଇ
କିଏ ଲୋ ସେ ରଜାପୁଅ ନେଲା ତତେ ଭୁଲେଇ?
ଓ, ଦିନେ ନଦେଖିଲେ ମତେ କାନ୍ଦୁଥିଲୁ ସକେଇ
କିଏ ଲୋ ସେ ରଜାପୁଅ ନେଲା ତତେ ଭୁଲେଇ?
ଆଲୋ ମୋର ହୀରା ମୋତି, କଥା କୁହା କଣ୍ଢେଇ
ଗପ କହୁ କହୁ ମୋତେ, ଚାଲିଗଲୁ ଭଣ୍ଡେଇ
#PRE-CHORUS
ଟିକିଏ ଗଢ଼ିଦେଲୁ, ବେଶି ତୁ ଭାଙ୍ଗିନେଲୁ
ଟିକିଏ ଗଢ଼ିଦେଲୁ, ବେଶି ତୁ ଭାଙ୍ଗିନେଲୁଲୋ-ଓ
କଉ ସୁଖ ମିଳିଗଲା ତତେ? ହୋ
କଉ ସୁଖ ମିଳିଗଲା ତତେ?
ମୋନାଲିସା, ଓ-ଓ-ଓ
ଓ-ଓ-ଓ-ଓ
ତୁ ସିନା ଚାଲିଗଲୁ ତୋ ରାଜଉଆସ
ମୋ ପାଇଁ ମାଘ ଆଉ ତୋ ପାଇଁ ପଉଷ
ଓ, ତୁ ସିନା ଚାଲିଗଲୁ ତୋ ରାଜଉଆସ
ମୋ ପାଇଁ ମାଘ ଆଉ ତୋ ପାଇଁ ପଉଷ
କୁଆଁର ପୁନେଇ ଜହ୍ନ ଖେଳୁ ତୋର ରାତିରେ
ମୁଁ ଏମିତି ଜଳୁଥାଏ ଉଆଁସର ତାତିରେ
#PRE-CHORUS
ଟିକିଏ ବଞ୍ଚେଇଲୁ, ବେଶି ତୁ ମାରିଦେଲୁ
ଟିକିଏ ବଞ୍ଚେଇଲୁ, ବେଶି ତୁ ମାରିଦେଲୁଲୋ-ଓ
କଉ ସୁଖ ମିଳିଗଲା ତତେ? ଲୋ
କଉ ସୁଖ ମିଳିଗଲା ତତେ?
Tags: Monalisha Various Artists download Mp3 Song , Monalisha odia , download free Monalisha Track, Various Artists Top Songs , Various Artists New Song Download - DjPunjab.
» Feedback / Suggestion / Contact us
» Home
For any info - admin@djpunjab.is