DjPunjab.is

Advertisment

  1. Home
  2. » Latest odia Music
  3. » Pua Mora Kala Thakura
  4. » Kala Thakur Pua Mohara Kavita Krishnamurthy Mp3 song download



Kala Thakur Pua Mohara Kavita Krishnamurthy Mp3 song download

Pua Mora Kala Thakura Kavita Krishnamurthy

Track : Kala Thakur Pua Mohara

Music : Akshay Mohanty

Label : T-Series

Release Year : 30/Nov/1988

Playtime : 8:31 Minute

Category : odia Music


Share on Whatsapp

Kala Thakur Pua Mohara song download

Back To Album

FAQs for Kala Thakur Pua Mohara

Who is singer of Kala Thakur Pua Mohara song?

Singer of Kala Thakur Pua Mohara song is Kavita Krishnamurthy.

Who is the music director of Kala Thakur Pua Mohara song ?

Kala Thakur Pua Mohara is Tuned by T-Series.

Whats the playtime (duration) of Kala Thakur Pua Mohara song?

Playtime of song Kala Thakur Pua Mohara is 8:31 Minute.

When Kala Thakur Pua Mohara song released?

Kala Thakur Pua Mohara mp3 odia song has been released on 30/Nov/1988.

Which album is the song Kala Thakur Pua Mohara from?

Kala Thakur Pua Mohara is a odia song from the album Pua Mora Kala Thakura.

How can I download Kala Thakur Pua Mohara song ?

You can download Kala Thakur Pua Mohara song via click above download links.


Description :-Kala Thakur Pua Mohara mp3 song download by Kavita Krishnamurthy in album Pua Mora Kala Thakura. The song Kala Thakur Pua Mohara is and the type of this song is odia


Kala Thakur Pua Mohara Kavita Krishnamurthy Lyrics


ନିଦ ମାଉସୀ, ଦେ ଆଉଁସି, ଜଗନ ଆଖି ମୋର
ନିଦ ମାଉସୀ, ଦେ ଆଉଁସି, ଜଗନ ଆଖି ମୋର
ଚାହିଁ ଚାହିଁ ମୋ ଜୀବନ ଯାଉ, ଚକା ଆଖିକୁ ତାର
ଚାହିଁ ଚାହିଁ ମୋ ଜୀବନ ଯାଉ, ଚକା ଆଖିକୁ ତାର

ନିଦ ମାଉସୀ, ଦେ ଆଉଁସି
ନିଦ ମାଉସୀ, ଦେ ଆଉଁସି
ନିଦ ମାଉସୀ, ଦେ ଆଉଁସି
ନିଦ ମାଉସୀ, ଦେ ଆଉଁସି

ତୋତେ ମୁଁ ପାଇ କାଳିଆ ସୁନା
ଭୁଲିଛି ସବୁ ଦୁଃଖ ଯାତନା
ତୋତେ ମୁଁ ପାଇ କାଳିଆ ସୁନା
ଭୁଲିଛି ସବୁ ଦୁଃଖ ଯାତନା

କେମିତି ଧନ କହିବି ତୋତେ
ମା ମମତାରେ ଗରବ କେତେ?

ନିଜଠୁ ବଳି ନିଜର ଆଜି ତୁହି ତ ଏକ ମୋର
ନିଜଠୁ ବଳି ନିଜର ଆଜି ତୁହି ତ ଏକ ମୋର

ତୋହରି ହସ ତୋହରି ଖୁସି, ମୋର ସରଗପୁର
ତୋହରି ହସ ତୋହରି ଖୁସି, ମୋର ସରଗପୁର

ହସ ତୋହର, ଖୁସି ମୋହର
ହସ ତୋହର, ଖୁସି ମୋହର
ହସ ତୋହର, ଖୁସି ମୋହର
ହସ ତୋହର, ଖୁସି ମୋହର

ଆଖି ଆଗରୁ ଦୁରେଇ ଗଲେ
ମୋ ଧନମଣି ଡ଼ରିବୁ କାଳେ
ଆଖି ଆଗରୁ ଦୁରେଇ ଗଲେ
ମୋ ଧନମଣି ଡ଼ରିବୁ କାଳେ

ପାଖରୁ ଜମା ଛାଡିବିନାହିଁ
କାନିରେ ବାନ୍ଧି ରଖିବି ମୁହିଁ

ତୋ ପାଇଁ ଗଲେ ଜୀବନ ଯାଉ
ନାହିଁ ମୋ ଟିକେ ଡର
ତୋ ପାଇଁ ଗଲେ ଜୀବନ ଯାଉ
ନାହିଁ ମୋ ଟିକେ ଡର

ଖାଲି ତୁ ନୁହେଁ ଜୀବନ-ଧନ, କଳାଠାକୁର ମୋର
ଖାଲି ତୁ ନୁହେଁ ଜୀବନ-ଧନ, କଳାଠାକୁର ମୋର

କଳା ଠାକୁର, ପୁଅ ମୋହର
କଳା ଠାକୁର, ପୁଅ ମୋହର
କଳା ଠାକୁର, ପୁଅ ମୋହର
କଳା ଠାକୁର, ପୁଅ ମୋହର

କହ୍ନେଇ ପରି ସଜେଇଦେବି
ପାଟ ପତନି ପିନ୍ଧେଇଦେବି
କହ୍ନେଇ ପରି ସଜେଇଦେବି
ପାଟ ପତନି ପିନ୍ଧେଇଦେବି

ତୋ ମନ ଜାଣି ଖୁଏଇ ଦେବି
କୋଳେ ଝୁଲେଇ ଶୁଏଇ ଦେବି

ବଡ଼ଦାଣ୍ଡରେ କହି ବୁଲିବି କାଳିଆ ପୁଅ ମୋର
ବଡ଼ଦାଣ୍ଡରେ କହି ବୁଲିବି କାଳିଆ ପୁଅ ମୋର

ଜଗତ ଲାଗି ଖୋଲିଦେଇଛି ସିଂହଦୁଆର ତାର
ଜଗତ ଲାଗି ଖୋଲିଦେଇଛି ସିଂହଦୁଆର ତାର

କଳା ଠାକୁର, ପୁଅ ମୋହର
କଳା ଠାକୁର, ପୁଅ ମୋହର
କଳା ଠାକୁର, ପୁଅ ମୋହର
କଳା ଠାକୁର, ପୁଅ ମୋହର

ଯଶୋଦା ସିନା ନଦେଇ ଗାଳି
ରଖନ୍ତି ସଦା କହ୍ନେଇ ଅଳି
ଯଶୋଦା ସିନା ନଦେଇ ଗାଳି
ରଖନ୍ତି ସଦା କହ୍ନେଇ ଅଳି

ହେଲେ ତୁ ଯଦି ଲଗାଉ ନାଟ
ପିଟିବି ଧନ ଧରି ମୁଁ ଛାଟ

ଶେଷ ଜୀବନେ ଏତିକି ଆଶା, ଶୁଣିଥା ଧନ ମୋର
ଶେଷ ଜୀବନେ ଏତିକି ଆଶା, ଶୁଣିଥା ଧନ ମୋର

"ସିଂହଦୁଆରୁ ସରଗଦ୍ୱାର କାନ୍ଧରେ ନବୁ ତୋର"
"ସିଂହଦୁଆରୁ ସରଗଦ୍ୱାର କାନ୍ଧରେ ନବୁ ତୋର"

କଳା ଠାକୁର, ପୁଅ ମୋହର
କଳା ଠାକୁର, ପୁଅ ମୋହର
କଳା ଠାକୁର, ପୁଅ ମୋହର
କଳା ଠାକୁର, ପୁଅ ମୋହର


Tags: Kala Thakur Pua Mohara Kavita Krishnamurthy download Mp3 Song , Kala Thakur Pua Mohara odia , download free Kala Thakur Pua Mohara Track, Kavita Krishnamurthy Top Songs , Kavita Krishnamurthy New Song Download - DjPunjab.

» Feedback / Suggestion / Contact us

» Home

For any info - admin@djpunjab.is

djpunjab.is (2022 - 2026)