DjPunjab.is

Advertisment

  1. Home
  2. » Latest odia Music
  3. » Puni Thare -1
  4. » Ei Jhuma Jhuma Anjali Mishra Mp3 song download



Ei Jhuma Jhuma Anjali Mishra Mp3 song download

Puni Thare -1 Anjali Mishra

Track : Ei Jhuma Jhuma

Music : Saroj Pattnaik

Label : RDC Media Pvt. Ltd - P

Release Year : 23/Apr/2016

Playtime : 8:50 Minute

Category : odia Music


Share on Whatsapp

Ei Jhuma Jhuma song download

Back To Album

FAQs for Ei Jhuma Jhuma

Who is singer of Ei Jhuma Jhuma song?

Singer of Ei Jhuma Jhuma song is Anjali Mishra.

Who is the music director of Ei Jhuma Jhuma song ?

Ei Jhuma Jhuma is Tuned by RDC Media Pvt. Ltd - P.

Whats the playtime (duration) of Ei Jhuma Jhuma song?

Playtime of song Ei Jhuma Jhuma is 8:50 Minute.

When Ei Jhuma Jhuma song released?

Ei Jhuma Jhuma mp3 odia song has been released on 23/Apr/2016.

Which album is the song Ei Jhuma Jhuma from?

Ei Jhuma Jhuma is a odia song from the album Puni Thare -1.

How can I download Ei Jhuma Jhuma song ?

You can download Ei Jhuma Jhuma song via click above download links.


Description :-Ei Jhuma Jhuma mp3 song download by Anjali Mishra in album Puni Thare -1. The song Ei Jhuma Jhuma is and the type of this song is odia


Ei Jhuma Jhuma Anjali Mishra Lyrics


ଏଇ ଝୁମା ଝୁମା ଗୋଲାପି ବେଳାରେ
ଏଇ ଝୁମା ଝୁମା ଗୋଲାପି ବେଳାରେ

ସାଥୀ ଆମ ସ୍ମତି ନେଇ ଆହୁରି ନିଜର ହୋଇ
ହଜିଯିବା ଆପଣା ଭିତରେ

ଏଇ ଝୁମା ଝୁମା ଗୋଲାପି ବେଳାରେ
ଏଇ ଝୁମା ଝୁମା ଗୋଲାପି ବେଳାରେ

ମୁଁ ଯେ ଗୀତ, ତୁମେ ସୁର ପ୍ରିୟତମ ମୋର
ତଟିନୀ ମୁଁ ତୁମେ ମୋ ସାଗର
ମୁଁ ଯେ ଗୀତ, ତୁମେ ସୁର ପ୍ରିୟତମ ମୋର
ତଟିନୀ ମୁଁ ତୁମେ ମୋ ସାଗର

ଫଗୁଣର ଫଗୁ ଭିଜା ବଗିଚାରେ ମୋର
ସୁରଭି ମୁଁ ତୁମେ ତ ସମୀର
କଇଁ ମୁଁ ତୁମେ ଜହ୍ନ, ମୁଁ ଆଖୁ ତୁମେ ସ୍ବପ୍ନ
ଚିରନ୍ତନ ଆମେ ଦୁନିଆରେ

ଏଇ ଝୁମା ଝୁମା ଗୋଲାପି ବେଳାରେ
ଏଇ ଝୁମା ଝୁମା ଗୋଲାପି ବେଳାରେ

ସାଥେ ଆମ ହୃତି ନେଇ ଆହୁରି ନିଜର ହୋଇ
ହଜିଯିବା ଆପଣା ଭିତରେ ଓ...
ଏଇ ଝୁମା ଝୁମା ଗୋଲାପି ବେଳାରେ

ମୋର ମନ ଦରପଣେ ବିମ୍ବିତ ଲାଗେ
ତୁମରି ସେ ରଙ୍ଗିନ ମନ
ମୋର ମନ ଦରପଣେ ବିମ୍ବିତ ଲାଗେ
ତୁମରି ସେ ରଙ୍ଗିନ ମନ

ଶାମୁକା ବୁକୁର ସେଇ ମୁକୁତାର ସମ
ତୁମେ ସାଥି ମୋହରି ଜୀବନ
ହସ ଲୁହ ସାଥେ ଖେଳି ଆମେ ଦୁହେଁ ଥିବା ଚାଲି
ଜୀବନର ଚଲାପଥେ ପରେ ଓ...

ଏଇ ଝୁମା ଝୁମା ଗୋଲାବି ବେଳାରେ
ଓ... ଏଇ ଝୁମା ଝୁମା ଗୋଲାପି ବେଳାରେ

ପ୍ରିୟତମ ତୁମେ ମୋର ତୃଷ୍ଣାର ଜଳ
ତୁମେହି ତ ମୋ ମନର ମନ
ପ୍ରିୟତମ ତୁମେ ମୋର ତୃଷ୍ଣାର ଜଳ
ତୁମେହି ତ ମୋ ମନର ମନ

ଭଲପାଇ ତୁମକୁ ମୁଁ ପାଇଛି ନିଜକୁ
ବୁଝିଛି ମୋ ଅବୁଝା ସପନ
ଜନମ ଜନମ ପାଇଁ ତୁମେଗୋ ଦେବତା ହୋଇ
ଆସୁଥିବ ମୋ ମନ ମନ୍ଦିରେ ଓ...

ଏଇ ଝୁମା ଝୁମା ଗୋଲାପି ବେଳାରେ
ଏଇ ଝୁମା ଝୁମା ଗୋଲାପି ବେଳାରେ
ଏଇ ଝୁମା ଝୁମା ଗୋଲାପି ବେଳାରେ


Tags: Ei Jhuma Jhuma Anjali Mishra download Mp3 Song , Ei Jhuma Jhuma odia , download free Ei Jhuma Jhuma Track, Anjali Mishra Top Songs , Anjali Mishra New Song Download - DjPunjab.

» Feedback / Suggestion / Contact us

» Home

For any info - admin@djpunjab.is

djpunjab.is (2022 - 2026)