DjPunjab.is

Advertisment

  1. Home
  2. » Latest odia Music
  3. » Jay Maa Tarini
  4. » Dharma Kanduchi Bikash Shukla Mp3 song download



Dharma Kanduchi Bikash Shukla Mp3 song download

Jay Maa Tarini Bikash Shukla

Track : Dharma Kanduchi

Music : Bikash Shukla

Label : RDC Media Pvt. Ltd - P

Release Year : 23/Apr/2016

Playtime : 5:19 Minute

Category : odia Music


Share on Whatsapp

Dharma Kanduchi song download

Back To Album

FAQs for Dharma Kanduchi

Who is singer of Dharma Kanduchi song?

Singer of Dharma Kanduchi song is Bikash Shukla.

Who is the music director of Dharma Kanduchi song ?

Dharma Kanduchi is Tuned by RDC Media Pvt. Ltd - P.

Whats the playtime (duration) of Dharma Kanduchi song?

Playtime of song Dharma Kanduchi is 5:19 Minute.

When Dharma Kanduchi song released?

Dharma Kanduchi mp3 odia song has been released on 23/Apr/2016.

Which album is the song Dharma Kanduchi from?

Dharma Kanduchi is a odia song from the album Jay Maa Tarini.

How can I download Dharma Kanduchi song ?

You can download Dharma Kanduchi song via click above download links.


Description :-Dharma Kanduchi mp3 song download by Bikash Shukla in album Jay Maa Tarini. The song Dharma Kanduchi is and the type of this song is odia


Dharma Kanduchi Bikash Shukla Lyrics


ହୋ ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡ଼ିଚି
ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡ଼ିଚି

ତୋ ଆଖି ଆଗରେ ପୁଣ୍ୟ ଦି ହାତରେ
ତୋ ଆଖି ଆଗରେ ପୁଣ୍ୟ ଦି ହାତରେ
ବେଡ଼ି ପଡ଼ିଛି ମା ବେଡ଼ି ପଡ଼ିଚି

ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡ଼ିଛି

ଧର୍ମ ଭରସାରେ ଯିଏ କରିଛି ଘର
ଦଇବ ଖେଳେ ତା ଭାଗ୍ୟ ସାଥିରେ ଖେଳ
ବରଷକ ବାରମାସ ଦୁଃଖ ଜଞ୍ଜାଳ
ଧରୁ ଧରୁ ଭାଙ୍ଗିଯାଏ ପୁଣ୍ୟର ଡାଳ

ଅନ୍ଧାର ବାଟରେ ଅସତ୍ୟ ହାଟରେ
ଅନ୍ଧାର ବାଟରେ ଅସତ୍ୟ ହାଟରେ
ଭିଡ଼ ଲାଗିଛି ମା ଭିଡ଼ ଲାଗିଛି

ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡ଼ିଚି

ତୋ ଆଖି ଆଗରେ ଯଦି ବଢ଼ିଲା ପାପ
ଲିଭେଇଦେ ମା ତୋର ଦେଉଳ ଦୀପ
ଯଦି ନ ଶୁଭିବ ତତେ ଭକତ ଡାକ
ମା ହୋଇ ଲାଗିବ ତୋ ନାମେ କଳଙ୍କ

ସାହା ହୁଅ ମା ପାଷାଣ ପ୍ରତିମା
ସାହା ହୁଅ ମା ପାଷାଣ ପ୍ରତିମା
ଦୁଃଖ ପଡ଼ିଚି ମା ଦୁଃଖ ପଡ଼ିଚି

ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡ଼ିଚି
ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡ଼ିଚି

ତୋ ଆଖି ଆଗରେ ପୁଣ୍ୟ ଦି ହାତରେ
ତୋ ଆଖି ଆଗରେ ପୁଣ୍ୟ ଦି ହାତରେ
ବେଡ଼ି ପଡ଼ିଛି ମା ବେଡ଼ି ପଡ଼ିଚି
ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡ଼ିଚି

ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡ଼ିଚି
ଧର୍ମ କାନ୍ଦୁଚି ମା ଧର୍ମ କାନ୍ଦୁଚି
ମିଛ ପାଖେ ସତ ବନ୍ଧା ପଡ଼ିଚି


Tags: Dharma Kanduchi Bikash Shukla download Mp3 Song , Dharma Kanduchi odia , download free Dharma Kanduchi Track, Bikash Shukla Top Songs , Bikash Shukla New Song Download - DjPunjab.

» Feedback / Suggestion / Contact us

» Home

For any info - admin@djpunjab.is

djpunjab.is (2022 - 2026)